କନକ ବ୍ୟୁରୋ: ଭିଜିଲାନ୍ସ ବାବୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ଧରିଲା ଭିଜିଲାନ୍ସ । କଳାହାଣ୍ଡି ଭବାନୀପାଟଣା ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର, ମହୁଲପାଟଣା ଫାଣ୍ଡି ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫାଦଫା ପାଇଁ ୩ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଟିଭି ସେଂଟର ପଡ଼ା ବାସଗୃହରେ ୧ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା ।
ଭିଜିଲାନ୍ସ ବାବୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପବ୍ଲିକ ପ୍ରୋସିକ୍ୟୁଟରଙ୍କୁ ଧରିଲା ଭିଜିଲାନ୍ସ ।
/kanak/media/post_attachments/wp-content/uploads/2021/07/26.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)