ଭିଜିଲାନ୍ସ ଜାଲରେ ଜେଲର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ଜେଲର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଚଢାଉ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜେଲର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଆଜି ସକାଳୁ ଭିଜିଲାନ ଚଢାଉ କରିଛି । ଜେଲର ସୁରେନ୍ଦ୍ର ପୃଷ୍ଟିଙ୍କ ପୁରୀ ଘର ଓ ଅଫିସରେ ଚଢାଉ ଜାରି ରହିଛି । ଭିଜିଲାନସର ୨ଟି ଟିମ୍ କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ମଧ୍ୟ ରେଡ୍ କରିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe