ଭିଜିଲାନ୍ସ ଜାଲରେ ଜଗତସିଂହପୁର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ! ରମେଶ ଚନ୍ଦ୍ରଙ୍କ ଅଫିସ ସମେତ ୮ଟି ସ୍ଥାନରେ ରେଡ

30

କନକ ବ୍ୟୁରୋ:ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଜଗତସିଂହପୂର ପୂର୍ତ ବିଭାଗର ଆସିଷ୍ଟାଂଟ ଇଂଜିନିୟର ରମେଶ ଚନ୍ଦ୍ରଙ୍କ ଘରେ ଚଢାଉ ହୋଇଛି । ୮ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ରମେଶ ଚନ୍ଦ୍ରଙ୍କ ଅଫିସ,ବାସଭବନ,ପୈତୃକ ଘର ଓ ଶଶ୍ୱୁର ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସଂପତି ଠୂଳ ଅଭିଯୋଗରେ ଭିଜିଲାନ୍ସ ଏହି ରେଡ କରିଥିବା ଜଣାପଡିଛି ।