କନକ ବ୍ୟୁରୋ : କେନ୍ଦୁଝରରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ । କେନ୍ଦୁଝର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ ହୋଇଛି । ଜିଆରଏସଙ୍କ ବାସଭବନ, ଅଫିସ, ଘଟଗାଁ ସ୍ଥିତ ହୋଟେଲ ସାବିତ୍ରୀ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜିଆରଏସଙ୍କ ସ୍ୱାମୀ ବିଜେଡିର ଜଣେ ନେତା ସହିତ ଘସିପୁରା ବିଧାୟକଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଛି ।
ଘଟଗାଁରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୪ ସ୍ଥାନରେ ଚଢାଉ
/kanak/media/post_attachments/wp-content/uploads/2021/03/9-25.jpg)