କନକ ବ୍ୟୁରୋ : ୪ ବିଜେଡି ବିଧାୟକ ଲାଂଚ ମାଗିବା ବେଳେ କ୍ୟାମେରାରେ ଧରାପଡିବା ପରେ ଆଜି ତନାଘନା ଆରମ୍ଭ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଓ ବାଲେଶ୍ୱରରେ ଛାନଭିନ୍ କରୁଛି ଭିଜିଲାନ୍ସର ଟିମ୍। କୁହାଯାଉଛି, ଯେଉଁ ବ୍ୟକ୍ତି ଏହି ୪ ବିଧାୟକଙ୍କୁ ଧରାଇ ଦେଇଛି ସେହି ବ୍ୟକ୍ତି ପାଖରେ ଆହୁରି କିଛି ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଟଙ୍କା ମୂଲଚାଲର ଭିଡିଓ ରହିଛି।
ହେଉଥିବା ଚର୍ଚା ଅନୁସାରେ ଏହି କାରଣ ପାଇଁ ଭିଜିଲାନ୍ସ ସେହି ବ୍ୟକ୍ତିଙ୍କ ପଛରେ ପଡିଯାଇଛି। କାରଣ ବାକି ଭିଡିଓ ସାମ୍ନାକୁ ଆସିଲେ ବିଜେଡିର ଆହୁରି ଅନେକ କ୍ଷତି ହେବାର ଆଶଙ୍କା ରହିଛି।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-02-19h53m33s630.png)