ଯାଜପୁର ଧର୍ମଶାଳା ସବିରେଜିଷ୍ଟ୍ରାର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ : ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ସହ ସୁନା ଓ ଟଙ୍କା ଜବତ

ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢାଉ

123

କନକ ବ୍ୟୁରୋ : କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ । ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସରେ କିରାଣୀ ରତ୍ନାକର ମହାନ୍ତିଙ୍କ ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘର ସହ ୭ ସ୍ଥାନରେ ଆଜି ଭୋରୁ ଭୋରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଛି । ଏହା ସହ ନଗଦ ଟଙ୍କା, ପାସବୁକ, ସୁନା ଗହଣା ଜବତ କରାଯାଇଛି ।

Comments are closed.