କନକ ବ୍ୟୁରୋ : କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ । ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସରେ କିରାଣୀ ରତ୍ନାକର ମହାନ୍ତିଙ୍କ ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘର ସହ ୭ ସ୍ଥାନରେ ଆଜି ଭୋରୁ ଭୋରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଛି । ଏହା ସହ ନଗଦ ଟଙ୍କା, ପାସବୁକ, ସୁନା ଗହଣା ଜବତ କରାଯାଇଛି ।

Advertisment