ଆୟବର୍ହିଭୂତ ସଂପତ୍ତିି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ବାସଭବନ ସହ ତିନିଟି ଘରେ ଚଢ଼ାଉ ।

ଆୟବର୍ହିଭୂତ ସଂପତ୍ତିି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ । ବାସଭବନ ସହ ତିନିଟି ଘରେ ଚଢ଼ାଉ ।

କନକ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଂଟ ଗଙ୍ଗା ପାଇକରାୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ସଂପୃକ୍ତ ଅଧିକାରୀଙ୍କ ନବରଙ୍ଗପୁର ସ୍ଥିତ ଭଡା ଘର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ ତିନୋଟି ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିିଛି । ଡିଏସ ୩ ସିନେମା ହଲ ନିକଟରେ ରହିଛି ଗଙ୍ଗା ପାଇକରାୟଙ୍କ ଭଡା ଘର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe