କନକ ବ୍ୟୁରୋ : ଡିଏଫଓଙ୍କ ଘରେ ଭିଜିଲାନସ ଚଢାଉ । ଭୁବନେଶ୍ୱର ସିଟି ଡିଭିଜନ ଡିଏଫଓ ଚିତରଞ୍ଜନ ମିଶ୍ରଙ୍କ ଘରେ ଭିଜିଲାନସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ମିଶ୍ରଙ୍କ ସହିଦନଗର ଅଫିସ, ପୁରୁଣା ଭୁବନେଶ୍ୱରସ୍ଥିତ ଘର, କଟକ କାନପୁରର ପୈତୃକ ଘର ଓ ନିମାପଡାର ଶ୍ୱଶୁର ଘରେ ବି ରେଡ ଚାଲିଛି ।
ଭିଜିଲାନସ ଜାଲରେ ଡିଏଫଓ ! ଭୁବନେଶ୍ୱର ସିଟି ଡିଭିଜନ ଡିଏଫଓଙ୍କ ଅଫିସ, ପୈତୃକ ଓ ଶ୍ୱଶୁର ଘରେ ରେଡ
/kanak/media/post_attachments/wp-content/uploads/2017/10/Screen-shot-2017-10-23-at-10.53.01-AM.png)