ଭିଜିଲାନ୍ସ ଜାଲରେ ସମବାୟ ସମିତିର ସହ ସମ୍ପାଦକ : ଘନଶ୍ୟାମ ସାହୁଙ୍କ ବାସଭବନ ଓ ଗାଇସିଲଟ ଅଫିସରେ ଚଢାଉ; ମିଳିଲା ୧ ଲକ୍ଷ ୮୦ ହଜାର ଟଙ୍କା

123

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗାଇସିଲଟ ସମବାୟ ସମିତିର ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଘନଶ୍ୟାମ ସାହୁଙ୍କ କଲଙ୍ଗାପାଲି ସ୍ଥିତ ବାସଭବନ ଓ ଗାଇସିଲଟ ଅଫିସ କାର୍ଯ୍ୟାଳୟରେ ଏକକାଳିନ ରେଡ଼ କରିଛି ଭିଜିଲାନ୍ସ । ୧ ଲକ୍ଷ ୮୦ ହଜାର ନଗଦ ଟଙ୍କା, ଗୋଟିଏ ୪ ଚକିଆ ଗାଡ଼ି ଓ ଗୋଟିଏ ବାଇକ ଜବତ କରିଛି ଭିଜିଲାନ୍ସ । ଆହୁରି ଅଧିକ ସମ୍ପତି ମିଳିବା ନେଇ ଆକଳନ କରୁଛି ଭିଜିଲାନ୍ସ ।