କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସର ମିଳିତ ଟିମ୍ । ଶାନ୍ତନୁଙ୍କ ଭଡ଼ା ଘରେ, ଭଦ୍ରକ ପୈତୃକ ଘର ଏବଂ ହିନ୍ଦୋଳ ଶିକ୍ଷା ଅଫିସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।
ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ : ଶିକ୍ଷକଙ୍କଠୁ ୧୦ହଜାର ଲାଞ୍ଚ ନେବାବେଳେ ପଡିଲେ ଧରା
/kanak/media/post_attachments/wp-content/uploads/2023/04/WhatsApp-Image-2023-04-11-at-8.53.28-AM-1.jpeg)