ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ ଅଫିସର କିରାଣି ! ୧୦ ହଜାର ଟଙ୍କା ଲାଂଚ ନେଉଥିଲାବେଳେ ବନ୍ଧାହେଲେ ମନୋରଂଜନ

Advertisment
ଭିଜିଲାନ୍ସ ଜାଲରେ ବାଲିକୁଦା ତହସିଲ ଅଫିସର କିରାଣି ! ୧୦ ହଜାର ଟଙ୍କା ଲାଂଚ ନେଉଥିଲାବେଳେ ବନ୍ଧାହେଲେ ମନୋରଂଜନ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ବାଲିକୁଦା ତହସିଲ ଅଫିସର କିରାଣି । ୧୦ ହଜାର ଟଙ୍କା ପିଅନ ଘନଶ୍ୟାମ ଦାସଙ୍କ ଜରିଆରେ ଲାଂଚ ନେଉଥିଲା ବେଳେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି ।

ଥାନାବାଡି ଗାଁର ରବିନ୍ଦ୍ରନାଥ ରାଉତରାୟଙ୍କୁ କିରାଣି ମନୋରଂଜନ ଦାସ ୩୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହାପରେ ରବିନ୍ଦ୍ରନାଥ ରାଉତରାୟ ଜଗତସିଂହପୁର ଭିଜିଲାନ୍ସର ସହାୟତା ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe