କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ବାଲିକୁଦା ତହସିଲ ଅଫିସର କିରାଣି । ୧୦ ହଜାର ଟଙ୍କା ପିଅନ ଘନଶ୍ୟାମ ଦାସଙ୍କ ଜରିଆରେ ଲାଂଚ ନେଉଥିଲା ବେଳେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଛି ।
ଥାନାବାଡି ଗାଁର ରବିନ୍ଦ୍ରନାଥ ରାଉତରାୟଙ୍କୁ କିରାଣି ମନୋରଂଜନ ଦାସ ୩୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହାପରେ ରବିନ୍ଦ୍ରନାଥ ରାଉତରାୟ ଜଗତସିଂହପୁର ଭିଜିଲାନ୍ସର ସହାୟତା ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-02-07h56m34s387.png)