'#ଆସ୍କା_୪୦_ରେଟ୍_ବଢୁ' ଆସ୍କା ୪୦ ବିକ୍ରିରେ କିଛି ଲାଭ ମିଳୁନି । ୫୦ ପଇସା ଲାଭ ହେଉଛି । ବହୁତ ବର୍ଷ ହେବ ଏହାର ରେଟ୍ ବଢ଼ିନି । ତେଣୁ ଆମେ ମନ୍ତ୍ରୀଙ୍କୁ କହିଛୁ ଶୀଘ୍ର ଏହାର ରେଟ୍ ବଢ଼ାଯାଉ : ସରୋଜ ପାଢ଼ୀ #OdishaAssembly #SarojPadhi #KanakNews

Posted by Kanak News on Wednesday, December 11, 2024
Advertisment