videos ବେସିକ୍ ଦରମା ୫୦ ହଜାର ଟଙ୍କା ହୋଇଥିଲେ.. ନୂଆ ଯୋଜନାରେ କେତେ ପାଇବେ ପେନସନ୍? Advertisment ପୁରୁଣା ପେନସନ୍ ବ୍ୟବସ୍ଥା, ନ୍ୟାସନାଲ ପେନସନ୍ ସ୍କିମ୍ ଓ ଏବେ ୟୁନିଫାଏଡ୍ ପେନସନ୍ ସ୍କିମ୍। ଏହା ଭିତରୁ କେଉଁଟି ଭଲ? ତାକୁ ନେଇ ବିବାଦ ଓ ବିତର୍କ ଉଠିଛି। କେନ୍ଦ୍ର ସରକାର ୟୁପିଏସରେ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିଛନ୍ତି। କିନ୍ତୁ ପେନସନ ପାଇବାକୁ ଚାକିରିଆ ୧୦ ପ୍ରତିଶତ ଦେୟ ଦେବେ। August 25, 2024, 10:14 PM IST ପୁରୁଣା ପେନସନ୍ ବ୍ୟବସ୍ଥା, ନ୍ୟାସନାଲ ପେନସନ୍ ସ୍କିମ୍ ଓ ଏବେ ୟୁନିଫାଏଡ୍ ପେନସନ୍ ସ୍କିମ୍। ଏହା ଭିତରୁ କେଉଁଟି ଭଲ? ତାକୁ ନେଇ ବିବାଦ ଓ ବିତର୍କ ଉଠିଛି। କେନ୍ଦ୍ର ସରକାର ୟୁପିଏସରେ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିଛନ୍ତି। କିନ୍ତୁ ପେନସନ ପାଇବାକୁ ଚାକିରିଆ ୧୦ ପ୍ରତିଶତ ଦେୟ ଦେବେ। 25 Aug 2024 22:14 IST Rajesh Sethy Follow Us