ମହାପ୍ରଭୁଙ୍କ ‘ଘୋଷଯାତ୍ରା’କୁ ସୁପ୍ରିମ୍ ଅନୁମତି: କେବଳ ପୁରୀରେ ବିନା ଭକ୍ତରେ ଗଡିବ ରଥ, ଅନ୍ୟ କେଉଁଠି ନୁହେଁ; କରୋନା କଟକଣା ମାନି ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ରଥଯାତ୍ରା ଆୟୋଜନ ପାଇଁ କେନ୍ଦ୍ର ସହ ସମନ୍ୱୟ ରଖିବେ ରାଜ୍ୟ ସରକାର

Advertisment
ନବୀନ କହିଲେ 'ଜୟ ଜଗନ୍ନାଥ' । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe