videos ବାଃ ବାଃ...ଭତ୍ତା ପାଇବା ପାଇଁ ୪ ବର୍ଷରେ ବୟସ ବଢାଇଦେଲେ ୧୯ ବର୍ଷ Advertisment ଚଳିତ ବର୍ଷ ଅପ୍ରେଲ୍ ମାସଠାରୁ ୮୨ ବର୍ଷ ବୟସ ଦେଖାଇ ୩୫୦୦ ଟଙ୍କା ଭତ୍ତା ହାତେଇଥିବା ଜଣାପଡ଼ିଛି । ୨୦୨୧ ମସିହା ଭୋଟର ତାଲିକାରେ ତାଙ୍କର ବୟସ ୬୩ ଥିବା ବେଳେ ୨୦୨୫ ମସିହା ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଯାଇଛି August 01, 2025, 11:44 AM IST ଚଳିତ ବର୍ଷ ଅପ୍ରେଲ୍ ମାସଠାରୁ ୮୨ ବର୍ଷ ବୟସ ଦେଖାଇ ୩୫୦୦ ଟଙ୍କା ଭତ୍ତା ହାତେଇଥିବା ଜଣାପଡ଼ିଛି । ୨୦୨୧ ମସିହା ଭୋଟର ତାଲିକାରେ ତାଙ୍କର ବୟସ ୬୩ ଥିବା ବେଳେ ୨୦୨୫ ମସିହା ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଯାଇଛି 01 Aug 2025 11:44 IST Sarbeswar Follow Us