ମୋବାଇଲରେ ସ୍ତ୍ରୀଙ୍କ ସହ ଝଗଡା ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ : ଜୟପୁରରୁ ଆସିଲା ଅଭାବନୀୟ ଚିତ୍ର, କେନାଲ ଉପରେ ଟ୍ରକ ରଖି ପାଣିକୁ ଡେଇଁ ପଡିଥିଲେ ଆନ୍ଧ୍ର ଡ୍ରାଇଭର; ଶବ ଉଦ୍ଧାର କଲା ଦମକଳ ବାହିନୀ

96