ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡ଼ରେ ପଡିଥିବା ଯୁବକକୁ ନିଜ କାରରେ ନେଇ ହସ୍ପିଟାଲରେ କଲେ ଭର୍ତ୍ତି

ଦୁର୍ଘଟଣାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯୁବକ । ଆଖି ଆଡେଇ ଚାଲିଯାଉଥିଲା ସ୍ୱାର୍ଥପର ସମାଜ, କିନ୍ତୁ ନିଜ ଗାଡିରେ ଅଜଣା ଯୁବକଙ୍କୁ ନେଇ ନୂଆ ଜୀବନ ଦେଲେ ଏସସିବି ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe