ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା : ବଢିପାଣିରେ ଲୋକଙ୍କ ଦୁର୍ଦ୍ଦଶାକୁ ଦେଖି ଦୁଃଖ କଲେ , ଭଲମନ୍ଦ ପଚାରି ବୁଝିଲେ , ଛୋଟରୁ ବଡ଼ ସମସ୍ତଙ୍କୁ ରିଲିଫ୍ ବାଣ୍ଟିଲେ ରାନୀ

126