‘ରଥଯାତ୍ରା’କୁ ନେଇ ଆସିଲା ବଡ ଖବର । ଚଳିତ ବର୍ଷ ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ତିନି ରଥ । ବିଶ୍ୱ ପ୍ରସିଦ୍ଧ ‘ଘୋଷଯାତ୍ରା’କୁ ନେଇ ସୁପ୍ରିମ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ମହାପ୍ରଭୁଙ୍କ ‘ଘୋଷଯାତ୍ରା’କୁ ସୁପ୍ରିମ୍ ଅନୁମତି: କେବଳ ପୁରୀରେ ବିନା ଭକ୍ତରେ ଗଡିବ ରଥ, ଅନ୍ୟ କେଉଁଠି ନୁହେଁ; କରୋନା କଟକଣା ମାନି ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ରଥଯାତ୍ରା ଆୟୋଜନ ପାଇଁ କେନ୍ଦ୍ର ସହ ସମନ୍ୱୟ ରଖିବେ ରାଜ୍ୟ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe