ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଜରିମାନା ଯନ୍ତ୍ରଣା ଭୋଗୁଛନ୍ତି ଗାଡି ଚାଳକ

Advertisment

ଲୋକଙ୍କ ଠାରୁ ମୋଟା ଅଙ୍କର ଜରିମାନା; ପୁଲିସ ଗାଡ଼ିକୁ କ’ଣ ସାତ ଖୁନ୍ ମାଫ୍ ?

ଲୋକଙ୍କ ଠାରୁ ମୋଟା ଅଙ୍କର ଜରିମାନା; ପୁଲିସ ଗାଡ଼ିକୁ କ’ଣ ସାତ ଖୁନ୍ ମାଫ୍ ?

ପ୍ରଦୂଷଣ ସାର୍ଟିଫିକେଟ ଯନ୍ତ୍ରଣାରେ ଧନ୍ଦି ହେଉଛନ୍ତି ସାଧାରଣ ଲୋକେ । ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ମାଫ୍ ମିଳିବନି ବୋଲି ଚେତାଇ ଦେଇଛନ୍ତି ସରକାର । ହେଲେ ଏହି ନିୟମର ଧଜିଆ ଉଡାଇଛି ପୁଲିସ ବିଭାଗ । ଅନ୍ୟପଟେ ଲୋକଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe