ପାଇଖାନା ଫ୍ଲସରୁ ବିଡା ବିଡା ଟଙ୍କା
ବିଭୁଦାନନ୍ଦଙ୍କ ଅମାପ ସମ୍ପତ୍ତିକୁ ବି ଠାବ କରିଛି ଭିଜିଲାନ୍ସ । ଢେଙ୍କାନାଳ ଘର ସମେତ ୮ଟି ସ୍ଥାନରେ ରେଡ କଲାବେଳେ ଏହି ସବୁ ସମ୍ପତ୍ତି ଠାବ ହୋଇଛି । ନଜର ପକାନ୍ତୁ ବିଭୁଦାନନ୍ଦଙ୍କ ଫାର୍ମ ହାଉସ ଉପରେ ।