ରେକର୍ଡ ଭାଙ୍ଗୁଛି କରୋନା । ରାଜ୍ୟର ୨୬ ଜିଲ୍ଲାରୁ ଆଜି ଆଉ ୫୨୭ ପଜିଟିଭ । ସଂଗରୋଧ କେନ୍ଦ୍ରରୁ ୩୩୮ ଏବଂ ସ୍ଥାନୀୟ ଅଂଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ

Advertisment
ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ । ଗଂଜାମରୁ ୩, କେନ୍ଦ୍ରାପଡା, ରାୟଗଡା ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe