ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ । ୧୧୦ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା, କରୋନା ଡେଇଁଲା କୋରାପୁଟ

ରାଜ୍ୟରେ ଆଉ ଦୁଇ ଆକ୍ରାନ୍ତ ଚିହ୍ନଟ । କୋରାପୁଟରେ ପ୍ରଥମ ପଜିଟିଭ, ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା । ବାଲେଶ୍ୱରରେ ନୂଆ ଜଣେ ପଜିଟିଭ ଚିହ୍ନଟ ପରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବଢିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe