""
videos ଏଥର ୩ ଲକ୍ଷ ୧୦ ହଜାର କୋଟିର ଓଡ଼ିଶା ବଜେଟ୍ : ଜାଣନ୍ତୁ କେଉଁ କ୍ଷେତ୍ରକୁ କଣ ମିଳିଲା? Advertisment ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ତୁଳନାରେ ଏହି ବଜେଟ୍ର ଆକାର ଯଥେଷ୍ଟ ଅଧିକ ରହିଛି, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ଦେଉଛି February 20, 2026, 04:27 PM IST ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ତୁଳନାରେ ଏହି ବଜେଟ୍ର ଆକାର ଯଥେଷ୍ଟ ଅଧିକ ରହିଛି, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ଦେଉଛି 20 Feb 2026 16:27 IST Sarbeswar Follow Us budget 2026