ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍ ଅଭିନେତ୍ରୀଙ୍କୁ ହେବ ସମନ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ , ଶ୍ରଦ୍ଧା କପୁର , ରକୁଲ୍ ପ୍ରୀତ୍ ଓ ସିମୋନ୍ ଖମ୍ବାଟା । ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ସମନ କରିବ ଏନସିବି

103