ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୮,୦୪୦ରେ ପହଞ୍ଚିଲା । ୨୪ଘଣ୍ଟାରେ ୧୦୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪,୬୧,୧୯୧ । ଦିନକରେ ୬୪ହଜାର ୫୫୩ ଆକ୍ରାନ୍ତ ଚିହ୍ନଟ ।

Advertisment
ଉପରମୁହାଁ ହେଉଛି ଦେଶର କରୋନା ଗ୍ରାଫ: ୨୪ ଘଂଟାରେ ୬୪ ହଜାର ୫୫୩ନୂଆ ଆକ୍ରାନ୍ତ, ହଜାରରୁ ଅଧିକ ମୃତ; ୪୮ ହଜାର ଟପିଲା ମୃତ୍ୟୁସଂଖ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe