ଭାରତ-ଚୀନ୍ ବିବାଦ ଭିତରେ ସେନାମୁଖ୍ୟ ଏମ୍.ଏମ୍ ନରଭାଣେଙ୍କ ବୟାନ : ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି କିନ୍ତୁ ଆମ ଯବାନଙ୍କ ମନୋବଳ ବି ଜୋଶରେ ରହିଛି ।

Advertisment
ଲଦ୍ଦାଖର ଏଲଏସିର ଆଗୁଆ ଘାଟିରେ ସ୍ଥିତି ଅନୁଧ୍ୟାନ କଲେ ସ୍ଥଳସେନାମୁଖ୍ୟ : କହିଲେ ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ; ସେପଟେ ଚୁସୁଲର ଅପରପାଶ୍ୱର୍ରେ ଯୁଦ୍ଧାସ୍ତ୍ର ଓ ସେନା ସଂଖ୍ୟା ବଢାଉଛି ଚୀନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe