videosFlashback 2024: ସତ୍ତା ପରିବର୍ତ୍ତନର ସାକ୍ଷୀ ସାଜିଲା 'ବର୍ଷ-୨୦୨୪'ଏ ବର୍ଷ, ୨୦୨୪ ଥିଲା ନିର୍ବାଚନର ବର୍ଷ । ଓଡ଼ିଶାରେ ବିଧାନସଭା ସହିତ ଦେଶ ଦେଖିଥିଲା ଲୋକସଭା ନିର୍ବାଚନ । ତେବେ ଓଡ଼ିଶାର ସତ୍ତା ପରିବର୍ତ୍ତନର ଏକମାତ୍ର ସାକ୍ଷୀ ସାଜିଥିଲା- ବର୍ଷ ୨୦୨୪ । ଯେଉଁଠି ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ଥିବା ବିଜେଡି, ଶାସନରୁ ହଟିବା ସହ, ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିଥିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ଚେୟାରରୁ ହଟିଥିଲେ ନବୀନ, ଆଉ ସବୁ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ବିଜେପି ।byTusar SamantaraybyTusar Samantaray 21 Dec 2024 12:05 IST Link copied!Copy failed!byTusar SamantaraybyTusar Samantaray 21 Dec 2024 12:05 IST Link copied!Copy failed!