ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ : ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ

ସଂପୂର୍ଣ୍ଣ ସାନିଟାଇଜ ହେବ ସିଲଭର ସିଟି । କଟକ ସହରକୁ ସାନିଟାଇଜ୍ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe