କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା । ୧୫ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ସମାଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ପରିବାରକୁ ୧୫ଲକ୍ଷ । ଗଜପତିର ସାମ୍ବାଦିକ କୃଷ୍ଣଚନ୍ଦ୍ର ରତ୍ନମଙ୍କ ପରିବାରକୁ ୧୫ଲକ୍ଷ ।

କରୋନା ଯୋଦ୍ଧାଙ୍କୁ ସହାୟତା : ମୃତ ୨ ସାମ୍ବାଦିକଙ୍କ ପରିବାରକକୁ ମିଳିବ ୧୫ ଲକ୍ଷ, ଟୁଇଟ କରି ସୂଚନା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ; ଗଂଜାମ ଓ ଗଜପତିର ୨ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ମିଳିବ ସହାୟତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe