ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ । ଏୟାର ଆମ୍ବୁଲାନ୍ସରେ ନିଆଯିବ ହାଇଦ୍ରାବାଦ । ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର ।

Advertisment
ବ୍ରହ୍ମଗିରିର ଅଭୟ ଜେନାଙ୍କୁ ଏୟାର ଆଂବୁଲାନ୍ସରେ ହାଇଦ୍ରାବାଦ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା : ବାଟ କଢାଇନେଲେ ଟ୍ରାଫିକ୍ ଡିସିପି; ବିଭିନ୍ନ ଛକରେ ଜଗି ରହି ଆଂବୁଲାନ୍ସକୁ ବିନା ବାଧାରେ ଛାଡିଲେ ୫୦ କର୍ମଚାରୀ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe