ଗଜପତିରେ ଆସନ୍ତା ୩୦ରୁ ୪ଦିନ ରହିବ ସଟଡାଉନ । ଗୁରୁବାରରୁ ରବିବାର ଯାଏଁ ସଟଡାଉନ ଘୋଷଣା । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।

Advertisment
୪ ଦିନ ପାଇଁ ଗଜପତି ସଟଡାଉନ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ନେଇ ଜିଲ୍ଲାପାଳଙ୍କ ଘୋଷଣା; ବନ୍ଦ ରହିବ ଦୋକାନ ବଜାର, ଯାତାୟାତ ଉପରେ କଟକଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe