୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା ।

Advertisment
୬ ଦିନ ହେବ ୪ ଦଫା ଦାବିରେ ପଶୁ ଡାକ୍ତର ସମୂହ ଛୁଟିରେ । ହଇରାଣ ହେଉଛନ୍ତି ଗୋ ଚାଷୀ । ଗୃହପାଳିତ ପଶୁଙ୍କ ହୋଇପାରୁନି ଚିକିତ୍ସା ।

କନକ ବ୍ୟୁରୋ: ବାଲେଶ୍ୱରର ସସସ୍ତ ପ୍ରାଣୀ ଚିକିତ୍ସକ ୬ ଦିନ ହେବ ଆନ୍ଦୋଳନରେ ବସିଛନ୍ତି । ୪ ଦଫା ଦାବିରେ ପଶୁ ଡାକ୍ତର ଏବେ ସମୂହ ଛୁଟିରେ । ଫଳରେ ଗୋ ଚାଷୀ ହଇରାଣ ହେଉଛନ୍ତି । ଏବେ ଗୋରୁଙ୍କୁ ଫାଟୁଆ ରୋଗ ଧରୁଥିବା ବେଳେ ପଶୁ ଡାକ୍ତର ନଥିବାରୁ ଚିକିତ୍ସା ହାଇପାରୁ ନାହିଁ । ଏପଟେ ଗୋ ଚାଷୀ ପଶୁ ଡାକ୍ତରଖାନା ଯାଉଛନ୍ତି, ହେଲେ ଡାକ୍ତର ନଥିବାରୁ ହତାଶ ହୋଇ ଫେରୁଛନ୍ତି । ଏପଟେ ଦାବିପୂରଣ ନହେବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe