ବରିଷ୍ଠ ଅଭିନେତା କାଦର ଖାନ ଅସୁସ୍ଥ ! ଗୋଡ ଜନିତ ସମସ୍ୟା କାରଣରୁ ପୀଡିତ ଅଛନ୍ତି

ବରିଷ୍ଠ ଅଭିନେତା କାଦର ଖାନ ଅସୁସ୍ଥ ! ଗୋଡ ଜନିତ ସମସ୍ୟା କାରଣରୁ ପୀଡିତ ଅଛନ୍ତି

Source: indianexpress.com

ବଲିଉଡର ବରିଷ୍ଠ କଳାକାର କାଦର ଖାନ ଅସୁସ୍ଥ । ଚିକିତ୍ସା ପାଇଁ କାଦର କାନାଡା ଯାଇଥିବା ଜଣାପଡିଛି ବେଶ କିଛି ଦିନ ଧରି ଗୋଡ ଜନିତ ସମସ୍ୟା ପାଇଁ ସେ ଅସୁସ୍ଥ ରହିଛନ୍ତି । ବିଭିନ୍ନ ଚିକିତ୍ସା ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ସେ କାନାଡା ଯାଇଥିବା କହିଛନ୍ତି କାଦରଙ୍କ ପୁଅ ।

ତେବେ,ପ୍ରାୟ ୩ବର୍ଷ ହେଲା କାଦର ସିନେମା ଜଗତରୁ ଦୁରେଇ ଯାଇଛନ୍ତି । ଶେଷଥର ପାଇଁ କାଦରଙ୍କୁ ୨୦୧୫ରେ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe