ବଲିଉଡର ବରିଷ୍ଠ କଳାକାର କାଦର ଖାନ ଅସୁସ୍ଥ । ଚିକିତ୍ସା ପାଇଁ କାଦର କାନାଡା ଯାଇଥିବା ଜଣାପଡିଛି ବେଶ କିଛି ଦିନ ଧରି ଗୋଡ ଜନିତ ସମସ୍ୟା ପାଇଁ ସେ ଅସୁସ୍ଥ ରହିଛନ୍ତି । ବିଭିନ୍ନ ଚିକିତ୍ସା ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ସେ କାନାଡା ଯାଇଥିବା କହିଛନ୍ତି କାଦରଙ୍କ ପୁଅ ।
ତେବେ,ପ୍ରାୟ ୩ବର୍ଷ ହେଲା କାଦର ସିନେମା ଜଗତରୁ ଦୁରେଇ ଯାଇଛନ୍ତି । ଶେଷଥର ପାଇଁ କାଦରଙ୍କୁ ୨୦୧୫ରେ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/kaderkhan.jpg)