କନକ ବ୍ୟୁରୋ : ‘ଫନି’ ପ୍ରଳୟରେ ସବୁ କିଛି ହରାଇ ଦେଇଥିବା ଗରିବ ବସ୍ତିବାସିନ୍ଦାଙ୍କୁ ଯନ୍ତ୍ରଣା ପିଛା ଛାଡୁନି। ବାତ୍ୟାର ୮ ଦିନ ପରେ ବି ଭାଙ୍ଗି ଯାଇଥିବା ଘର ସଜାଡିବାକୁ ଅସମର୍ଥ ରହିଛନ୍ତି। ଶେଷରେ ରିଲିଫ୍ ପାଇଁ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡୁଛି। ଚୁଡା ଓ ଚାଉଳ ଆଣିବାକୁ ସଂଘର୍ଷ କରିବାକୁ ପଡୁଛି। ଗୋପୀନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜରିପାଲ ବଣ୍ଟା ଯାଉଥିଲା।
ଫୋନି ଗଲା ଯନ୍ତ୍ରଣା ବଢିଲା ! ପାଲ ଖଣ୍ଡେ ପାଇଁ ଛିଡା ହେବା ପାଇଁ ପଡୁଛି ପାଞ୍ଚଘଣ୍ଟା
/kanak/media/post_attachments/wp-content/uploads/2019/05/g.jpeg)