ରିଲିଜ ହେଲା ବାୟୋପିକ କ୍ରାଇମ ଫିଲ୍ମ ବୀରାପ୍ପାନ୍ର ମୋସନ ପୋଷ୍ଟର । ଜଙ୍ଗଲଦସ୍ୟୁ ବୀରାପନ୍ନର ଜୀବନିକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସନ୍ଦୀପ ଭରଦ୍ୱାଜ । ଜେ ଯୋଶୀ, ଉଷା ଯାଦବ, ଲିସା ରୟ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ା ରାମ ଗୋପାଲ ବର୍ମାଙ୍କ ନିଦେ୍ର୍ଦଶିତ ବୀରାପନ୍ନ ରିଲିଜ ହେବ ମେ ୨୭ରେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us