"ଷ୍ଟୁଡେଂଟ୍ ଅଫ ଦ ଇୟର' ସିନେମାରୁ ଅଭିନୟ ଆରମ୍ଭ କରିଥିବା ଅଭିନେତା ବରୁଣ ଧୱନଙ୍କ ପାଦ ଆଉ ତଳେ ଲାଗୁନି । ସେ ଏବେ ବେଶ ଖୁସି କାରଣ, ଦବଙ୍ଗ ତାରକା ସଲମାନ ଖାନ ତାଙ୍କ ସିନେମା "ଜୁଡୱା'ରେ ଅତିଥି ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇ ଯାଇଛନ୍ତି । ସଲମାନ ବରୁଣଙ୍କ ଗୁରୁ ହୋଇ ତାଙ୍କୁ ଗୁଣ୍ଡାଗର୍ଦ୍ଦି ଶିଖାଉଛନ୍ତି ଏହି ସିନେମାରେ ।
ଏହି ସିନେମା ବରୁଣଙ୍କ ପିତା ଡେଭିଡ ଧୱନଙ୍କ ସିନେମା "ଜୁଡୱାର ସିକ୍ୱେଲ । ୨୦୧୭ ରୁ ଏହି ସିନେମାର ସୁଟିଂ ଆରମ୍ଭ ହେବ ହୋଲି ଜଣା ପଡିଛି । ପୂର୍ବ "ଜୁଡୱାର ଲୋକପ୍ରିୟ ଗୀତ ‘ଟନ ଟନା ଟନ ତାରା’ର ରିମିକ୍ସ ମଧ୍ୟ ଦେଖିବା ପାଇଁ ମିଳିବ ଏହି ସିନେମାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/varun-salman-storyfb_647_020916044459.jpg)