କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ଆଜି ବର୍ଷା-ଅନୁଭବଙ୍କର ହେବ କାଉନସେଲିଂ 

Advertisment
କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ଆଜି ବର୍ଷା-ଅନୁଭବଙ୍କର ହେବ କାଉନସେଲିଂ 

କନକ ବ୍ୟୁରୋ: କଟକ ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ମାମଲାରେ ହାଜର ଆଜି ଉଭୟ ବର୍ଷା ଓ ଅନୁଭବ ମହାନ୍ତିଙ୍କୁ କାଉନସେଲିଂ କରାଯିବ । ବର୍ଷା କୋର୍ଟରେ ପହଞ୍ଚିବା ପରେ କାଉନସେଲିଂ କରାଯିବ । ପୂର୍ବରୁ ଫ୍ୟାମିଲି କୋର୍ଟ ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିସାରିଛନ୍ତି । ବର୍ତମାନ ମାମଲା କଟକ ଏସଡିଜେଏମ୍ କୋର୍ଟରେ ବିଚାରଧୀନ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe