କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶ ପରେ ଶାଶୁଘର ଚାବି ଫେରାଇବେ ବର୍ଷା । ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ପିଟିସନ ଖାରଜ । ନିର୍ଦ୍ଧାରିତ ସମୟ ପୂର୍ବରୁ ଘର ଛାଡ଼ିବା ସତ୍ୱେ ତାଲା ପକାଇ ସାଙ୍ଗରେ ନେଇଯାଇଥିଲେ ଚାବି । ପରେ ଏନେଇ ଅନୁଭବ ଆପତି ଉଠାଇ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ଏହି ପିଟିସନର ଉତ୍ତରରେ ବର୍ଷା କହିଥିଲେ ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖରେ ରଖିଥିଲେ । କୋର୍ଟରେ ଏହି ଚାବିକୁ ହସ୍ତାନ୍ତର ମଧ୍ୟ କରିବେ ବୋଲି ବର୍ଷା କହିଛନ୍ତି  ।

Advertisment