କନକ ବ୍ୟୁରୋ : ବାଲିଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ, କୋଟଗଡ କୁଟିବାଲି ଘାଟିରେ ଗଛକୁ ପିଟିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାହାଘର ଭୋଜି ଖାଇବାକୁ ସାଲକି ଗାଁରୁ ମଦାଙ୍ଗି ଯାଉଥିଲେ ।
ବାଲିଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗଛକୁ ପିଟିଲା ଭ୍ୟାନ୍, ୬ମୃତ
/kanak/media/post_attachments/wp-content/uploads/2022/02/32-4.jpg)