ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ(ସିଏମଆରଏଲ) ପିଜି ଡିପ୍ଲୋମା କୋର୍ସରେ ଖାଲି ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରିତ କରିଛି । ଆଶାୟୀ ପ୍ରାର୍ଥୀ ୧୬ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

Advertisment

ପଦବୀ ସଂଖ୍ୟା : ୨୫

ଶିକ୍ଷାଗତ ଯୋଗ୍ୟତା : କୈାଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ବି.ଟେକ କିମ୍ବା ବିଇ କରିଥବା ଜରୁରୀ ।

ଚାକିରୀ ସ୍ଥାନ : ଚେନ୍ନାଇ

ଚୟନ ପ୍ରକ୍ରିୟା : ଚୟନ ଲିଖିତ ପରୀକ୍ଷା/ ସାକ୍ଷାତକାର/ ଅନ୍ୟ କିଛି ଆଧାରରେ

ଦରମା : ୨୦,୦୦୦ ପ୍ରତି ମାସ

ଏମିତି କରିବେ ଆବେଦନ : ଆଶାୟୀ ପ୍ରାର୍ଥୀ ନିଜର ଡକ୍ୟୁମେଣ୍ଟସ୍ ପ୍ରସ୍ତୁତ କରିପାରିବେ । ଇମେଲ ଆଇଡି, ସଂପର୍କ ନମ୍ବର ଏବଂ ସମ୍ପୁର୍ଣ୍ଣ ଡାକ ଠିକଣା ଆପଣଙ୍କ ଆବେଦନ ସହ ଉଲ୍ଲେଖ ଥିବା ଜରୁରୀ । ଇଣ୍ଟରଭ୍ୟୁରେ ଭାଗ ନେବା ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଇମେଲ ଏବଂ ଫୋନ ମାଧ୍ୟମରେ ସୂଚିତ କରାଯିବ ।

ଠିକଣା : Chennai Metro Rail, Admin Building, CMRL Depot, Poonamallee High Road, Koyambedu, Chennai, Tamil Nadu 600107

ଆବେଦନ କରିବାର ଶେଷ ତାରିଖ : ୧୬ ଜୁନ, ୨୦୧୮