ରାଉରକେଲାରେ ଭି କେ ପାଣ୍ଡିଆନ୍ । ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା ।

Advertisment
ରାଉରକେଲାରେ ଭି କେ ପାଣ୍ଡିଆନ୍ । ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ରାଉରକେଲାରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ରାଉରକେଲା ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଗତକାଲିଠାରୁ ରାଉରକେଲା ଗସ୍ତରେ ଅଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ୍ ରୋଡ୍ ସୋ’ କରିଥିଲେ । ପ୍ରଥମେ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହା ପରେ ସବଡେଗା ବ୍ଲକ ପଡ଼ିଆରେ ଆୟୋଜିତ ବିଶାଳ ନିର୍ବାଚନୀ ସମାବେଶରେ ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe