ଉଠୁଛି ପଡୁଛି ଉତ୍ତରାଖଣ୍ଡ ରାଜନୀତି! ନିଜ ପାରମ୍ପରିକ ଆସନରେ ପଛରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

Advertisment
ଉଠୁଛି ପଡୁଛି ଉତ୍ତରାଖଣ୍ଡ ରାଜନୀତି! ନିଜ ପାରମ୍ପରିକ ଆସନରେ ପଛରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

କନକ ବ୍ୟୁରୋ: କିଏ ହେବ ଉତ୍ତରାଖଣ୍ଡର ଉତରାଧିକାରୀ? କାହାକୁ ଭରସିବେ ଉତ୍ତରାଖଣ୍ଡବାସୀ? ଭୋଟ୍ ଗଣତି ଚାଲିଥିବାବେଳେ ବହୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ୧୦ଟା ୩୦ ସୁଦ୍ଧା ଟ୍ରେଣ୍ଡ ମୁତାବକ ଦଳ ୩୩ଟି ଆସନରେ ଲିଡ୍ରେ ରହିଥିବାବେଳେ କଂଗ୍ରେସ ୧୮ଟି ଆସନରେ ଲିଡ୍ କରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜ ପାରମ୍ପରିକ ଆସନ ଖାତିମାରେ ଖୁବ୍ ପଛରେ ରହି ଯାଇଛନ୍ତି ।

ଉତ୍ତରାଖଣ୍ଡର ଗଣିତ

- ଉତ୍ତରାଖଣ୍ଡରେ ମୋଟ୍ ୭୦ଟି ବିଧାନସଭା ଆସନ ଅଛି

- ୨୦୧୭ରେ ୫୭ଟି ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା ବିଜେପି

- କଂଗ୍ରେସକୁ ୨୦୧୭ ନିର୍ବାଚରେ ମିଳିଥିଲା ମାତ୍ର ୧୧ଟି ଆସନ

- ପ୍ରଥମେ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି

- ୪ ବର୍ଷ ପରେ ତାଙ୍କୁ ହଟାଇ ତୀରଥ ସିଂ ଓ କିଛିମାସ ପରେ ପୁଷ୍କର ସିଂ ଧାମିଙ୍କୁ ବସାଇଲା 

- କ୍ଷମତାରେ ବିଜେପି ଥିବାବେଳେ ଟକ୍କର ଦେଉଛନ୍ତି କଂଗ୍ରେସ ଓ ଆପ

- ପ୍ରଥମଥର ମୈଦାନରେ ଅଛି କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe