ଆଜି ଉତ୍କଳ ଦିବସ । ଯାହାକୁ ଓଡିଶା ଦିବସ ମଧ୍ୟ କୁହାଯାଏ । ସ୍ୱତନ୍ତ୍ର ଓଡିଶା ପ୍ରଦେଶକୁ ଆଜି ୮୦ ବର୍ଷ ପୂରଣ ହୋଇଛି । ୧୯୩୬ ମସିହା ଏପ୍ରିଲ ପହିଲା ଥିଲା ଓଡିଆ ଜାତି ପାଇଁ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ରାଜନୈତିକ ମାନଚିତ୍ରରେ ଓଡିଶାକୁ ମିଳିଥିଲା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା । ଭାଷା ଭିତ୍ତିରେ ଏହା ପ୍ରଥମ ରାଜ୍ୟ ହୋଇଥିଲା । ଏଥିପାଇଁ ଓଡିଶାର ବରପୁତ୍ର ମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ସେମାନଙ୍କ ଅବିରତ ପ୍ରଚେଷ୍ଟା ଆମକୁ ଦେଇଛି ଦେଶରେ ସ୍ୱତନ୍ତ୍ର ପରିଚୟ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us