କନକ ବ୍ୟୁରୋ: ମଶା ମାରିବ ଡ୍ରୋନ । ଭୁବନେଶ୍ୱର ମଶା ମାରିବାକୁ ଡ୍ରୋନର ବ୍ୟବସ୍ଥା କରାଯିବ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
ରାଜଧାନୀରେ ମଶା ଦମନରେ ଡ୍ରୋନର ବ୍ୟବହାର। ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ।
/kanak/media/post_attachments/wp-content/uploads/2022/12/2-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)