ଯଦି ମୁଁ ରାଷ୍ଟ୍ରପତି ହୁଏ ଏଲନ ମସ୍କ ମୋର ପରାମର୍ଶଦାତା ହେବେ। ବିବେକ ରାମସ୍ୱାମୀଙ୍କ ବଡ ଘୋଷଣା...

ଯଦି ମୁଁ ରାଷ୍ଟ୍ରପତି ହୁଏ ଏଲନ ମସ୍କ ମୋର ପରାମର୍ଶଦାତା ହେବେ। ବିବେକ ରାମସ୍ୱାମୀଙ୍କ ବଡ ଘୋଷଣା...

କନକ ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପ୍ରାର୍ଥୀ ହେବାର ଦାବିଦାର ଥିବା ବିବେକ ରାମସ୍ୱାମୀ ବଡ ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଯଦି ସେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ବ୍ୟବସାୟୀ ଏଲନ ମସ୍କଙ୍କୁ ନିଜ ପ୍ରଶାସନର ପରାମର୍ଶଦାତା ନିଯୁକ୍ତ କରିବାକୁ ଚାହିଁବେ । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶୁକ୍ରବାର ଆୟୋବାରେ ଅନୁଷ୍ଠିତ ଟାଉନ ହଲରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ କାହାକୁ ନିଜର ପରାମର୍ଶଦାତା ନିଯୁକ୍ତ କରିବାକୁ ଚାହିଁବେ । ଏହାର ଜବାବରେ ସେ କହିଛନ୍ତି ଏଲନ ମସ୍କ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe