ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ

ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ

କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଅଭିଯୋଗରେ ହେବ ତଦନ୍ତ । ଏନେଇ ଆମେରିକା ସଂସଦ ମଂଜୁରୀ ପ୍ରଦାନ କରିି  । ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ବେନିୟମ ବିଦେଶୀ ଅର୍ଥକାରବାର ପାଇଁ ଏବେ ଫଶିଛନ୍ତି ଜୋ ବାଇଡେନ । ଅନ୍ୟପଟେ ଆମେରିକା ନିର୍ବାଚନ ଆସୁଥିବାବେଳେ ଆଇନ ଜାଲରେ ଛନ୍ଦି ହେବା ବାଇଡେନଙ୍କ ରାଜନୈତିକ କ୍ୟାରିୟର ପାଇଁ ବଡ ଝଟକା ସାବ୍ୟସ୍ତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe