କନକ ବ୍ୟୁରୋ : ଅଡୁଆରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ମହାଅଭିଯୋଗରେ ହେବ ତଦନ୍ତ । ଏନେଇ ଆମେରିକା ସଂସଦ ମଂଜୁରୀ ପ୍ରଦାନ କରିି । ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ବେନିୟମ ବିଦେଶୀ ଅର୍ଥକାରବାର ପାଇଁ ଏବେ ଫଶିଛନ୍ତି ଜୋ ବାଇଡେନ । ଅନ୍ୟପଟେ ଆମେରିକା ନିର୍ବାଚନ ଆସୁଥିବାବେଳେ ଆଇନ ଜାଲରେ ଛନ୍ଦି ହେବା ବାଇଡେନଙ୍କ ରାଜନୈତିକ କ୍ୟାରିୟର ପାଇଁ ବଡ ଝଟକା ସାବ୍ୟସ୍ତ ହୋଇପାରେ ।
ଅଡୁଆରେ ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ବିରୋଧରେ ହେବ ମହାଅଭିଯୋଗ ତଦନ୍ତ, ଆମେରିକା ସଂସଦ ଦେଲା ମଂଜୁରୀ
/kanak/media/post_attachments/wp-content/uploads/2023/12/30-11.jpg)